https://kanaknews.com/breakingnews/%e0%ac%85%e0%ac%ad%e0%ac%bf%e0%ac%af%e0%ad%81%e0%ac%95%e0%ad%8d%e0%ac%a4-%e0%ac%97%e0%ad%8b%e0%ac%aa%e0%ac%be%e0%ac%b3%e0%ac%99%e0%ad%8d%e0%ac%95-%e0%ac%86%e0%ac%b0%e0%ad%8d%e0%ac%a5%e0%ac%bf%e0%ac%95/
ଅଭିଯୁକ୍ତ ଗୋପାଳଙ୍କ ଆର୍ଥିକ କାରବାରକୁ ନେଇ କ୍ରାଇମବ୍ରାଂଚର ସନ୍ଦେହ : ବ୍ରହ୍ମପୁରରେ ଆକାଉଁଟ ଥିବା ବ୍ୟାଙ୍କରେ ପହଁଚି ତଥ୍ୟ ସଂଗ୍ରହ କରୁଛନ୍ତି ତଦନ୍ତକାରୀ ଟିମ୍, ଏପଟେ ଜଷ୍ଟିସ୍ ଜେପି ଦାସଙ୍କ ଘରେ କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା; ଡିଜିଙ୍କୁ ଭେଟିଲେ ଲ’ ଆଣ୍ଡ ଅର୍ଡର ଏଡିଜି